or_tn/act/19/35.md

2.2 KiB

General Information:

“ତୁମ୍ଭେମାନେ” ଶବ୍ଦ ଏଫିସରୁ ଆସି ଉପସ୍ଥିତ ଥିବା ସମସ୍ତ ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

Connecting Statement:

ଏଫିସ ନଗରର ବେବର୍ତ୍ତା ଲୋକମାନଙ୍କୁ ଶାନ୍ତ ହେବାପାଇଁ କହୁଛନ୍ତି I

the town clerk

ଏହା ସହରର “ଲେଖକ” କିମ୍ବା “ସଚିବ”କୁ ବୁଝାଏ I

what man is there who does not know that the city of the Ephesians is temple keeper ... heaven?

ଲୋକମାନେ ଯଥାର୍ଥ ବୋଲି ସେମାନଙ୍କୁ ସାନ୍ତ୍ବନା ଦେଇ ଭରସା ଦେବାକୁ ନଗରବେବର୍ତ୍ତା ଏହି ପ୍ରଶ୍ନ ପଚାରୁଛନ୍ତି I ବିକଳ୍ପ ଅନୁବାଦ: “ସମସ୍ତେ ଜାଣନ୍ତି ଯେ ଏଫିସୀୟ ନଗର ହେଉଛି ଆକାଶରୁ .... ମନ୍ଦିରର ପରିଚାରିକା I” (ଦେଖ: rc://*/ta/man/translate/figs-rquestion).

who does not know

ସମସ୍ତେ ଏହା ଜାଣନ୍ତି ବୋଲି ଗୁରୁତ୍ବ ଦେବାନିମନ୍ତେ ନଗରବେବର୍ତ୍ତା “କିଏ ନ ଜାଣେ” ବାକ୍ୟାଂଶ ବ୍ୟବହାର କରୁଛନ୍ତି I (ଦେଖ: rc://*/ta/man/translate/figs-litotes)

temple keeper

ଏଫିସୀୟ ଲୋକମାନେ ଆର୍ତ୍ତେମୀ ମନ୍ଦିରର ପରିଚାଳନା ଓ ସୁରକ୍ଷା କରୁଥିଲେ I

the image which fell down from heaven

ଆର୍ତ୍ତେମୀ ମନ୍ଦିର ଭିତରେ ଦେବୀର ଗୋଟିଏ ପ୍ରତିମୂର୍ତ୍ତି ଥିଲା I ଏହା ଆକାଶରୁ ପଡିଥିବା ଏକ ଉଲକା ଖଣ୍ଡରେ ନିର୍ମିତ ହୋଇଥିଲା I ଲୋକମାନେ ଭାବୁଥିଲେ ଯେ ଏହି ପଥର ସିଧାସଳଖ ଗ୍ରୀକ୍ ଦେବତା (ପ୍ରତିମା)ମାନଙ୍କର ଅଧିପତି ବୃହସ୍ପତିଠାରୁ ଆସିଅଛି I