or_tn/act/18/intro.md

1.5 KiB

ପ୍ରେରିତ ୧୮ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ଯୋହନଙ୍କ ବାପ୍ତିସ୍ମ

ଯିରୂଶାଲମ ଓ ଯିହୂଦାଠାରୁ ଦୂରରେ ବାସକରୁଥିବା କେତେକ ଯିହୂଦୀମାନେ ବାପ୍ତିଜକ ଯୋହନଙ୍କ ବିଷୟ ଶୁଣିଥିଲେ ଓ ତାହାଙ୍କର ଶିକ୍ଷା ଅନୁସାରେ ଚାଲୁଥିଲେ I ସେମାନେ ଏପର୍ଯ୍ୟନ୍ତ ଯୀଶୁଙ୍କ ବିଷୟ ଶୁଣି ନ ଥିଲେ I ଏହି ଯିହୂଦୀମାନଙ୍କ ମଧ୍ୟରୁ ଆପଲ୍ଲ ଜଣେ ଥିଲେ I ସେ ବାପ୍ତିଜକ ଯୋହନଙ୍କ ଶିକ୍ଷା ଅନୁସାରେ ଚାଲୁଥିଲେ, କିନ୍ତୁ ମଶୀହ ଆସିଛନ୍ତି ବୋଲି ଜାଣି ନ ଥିଲେ I ଲୋକମାନେ ସେମାନଙ୍କର ପାପପାଇଁ ଅନୁତପ୍ତ ବୋଲି ଦେଖାଇବାକୁ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଇଥିଲେ, କିନ୍ତୁ ସେହି ବାପ୍ତିସ୍ମ ଖ୍ରୀଷ୍ଟିୟାନ ବାପ୍ତିସ୍ମଠାରୁ ଭିନ୍ନ ଥିଲା I (See: [[rc:///tw/dict/bible/kt/faithful]] and [[rc:///tw/dict/bible/kt/christ]] and rc://*/tw/dict/bible/kt/repent)