or_tn/act/18/28.md

548 B

Apollos powerfully refuted the Jews in public debate

ସର୍ବସାଧାରଣ ବାଦାନୁବାଦରେ ଆପଲ୍ଲ ଶକ୍ତିଶାଳୀ ଭାବରେ ପ୍ରମାଣ କରିଥିଲେ ଯେ ଯିହୂଦୀମାନେ ଭ୍ରାନ୍ତ ଥିଲେ

showing by the scriptures that Jesus is the Christ

କାରଣ ସେ ସେମାନଙ୍କୁ ଶାସ୍ତ୍ର ଦେଖାଇ ପ୍ରମାଣ କରିଦେଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି