or_tn/act/18/18.md

2.3 KiB

General Information:

ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I କଂକ୍ରେୟା ଏକ ସମୁଦ୍ରବନ୍ଦର ଥିଲା ଯାହା ବୃହତ୍ କରିନ୍ଥ ନଗର ଅଞ୍ଚଳର ଅଂଶ ବିଶେଷ ଥିଲା I (ଦେଖ: rc://*/ta/man/translate/translate-names)

Connecting Statement:

ଏହା ପାଉଲଙ୍କର ପ୍ରଚାର ଯାତ୍ରାକୁ ଆଗେଇ ନେଉଛି ଯେତେବେଳେ ପାଉଲ, ପ୍ରୀସ୍କିଲ୍ଲା ଓ ଆକ୍ବିଲା କରିନ୍ଥରୁ ପ୍ରସ୍ଥାନ କରୁଛନ୍ତି I ଏହା ଏପରି ସୂଚାଇବା ଭଳି ଲାଗେ ଯେ ଶୀଲା ଓ ତୀମଥି ସେଠାରେ ରହିଗଲେ, ଯେହେତୁ ଏଠାରେ “ଆମ୍ଭେମାନେ” ନ କହି “ସେ” କୁହାଯାଉଛି I “ସେମାନେ” ଶବ୍ଦଟି ପାଉଲ, ପ୍ରୀସ୍କିଲ୍ଲା ଓ ଆକ୍ବିଲାଙ୍କୁ ବୁଝାଏ I

left the brothers

“ଭାଇମାନେ” ଶବ୍ଦଟି ପୁରୁଷ ଓ ମହିଳା ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଭାଇମାନଙ୍କ ନିକଟରୁ ବିଦାୟ ଘେନି ଗଲେ” (ଦେଖ: rc://*/ta/man/translate/figs-gendernotations)

sailed for Syria with Priscilla and Aquila

ପାଉଲ ସୁରିଆକୁ ଯାଉଥିବା ଜାହାଜରେ ଚଢିଲେ I ପ୍ରୀସ୍କିଲ୍ଲା ଓ ଆକ୍ବିଲା ତାହାଙ୍କ ସାଙ୍ଗରେ ଗଲେ I

he had his hair cut off because of a vow he had taken

ଏହା ଏକ ସାଙ୍କେତିକ କାର୍ଯ୍ୟ ଯାହା ଏକ ମାନତ ପୂର୍ଣ୍ଣହେବାର ସୂଚନା ଦିଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଜଣକ ଦ୍ବାରା ଆପଣାର ମସ୍ତକ ମୁଣ୍ଡନ କରାଇଲେ” (ଦେଖ: [[rc:///ta/man/translate/translate-symaction]] ଓ [[rc:///ta/man/translate/figs-activepassive]])