or_tn/act/18/17.md

1.6 KiB
Raw Permalink Blame History

they all seized

ଲୋକମାନଙ୍କର ଦୃଢ଼ ପ୍ରତିକ୍ରିୟାକୁ ଗୁରୁତ୍ବ ଦେବାପାଇଁ ଏହା ଏକ ଅତିରଂଜନ ହୋଇପାରେ I ବିକଳ୍ପ ଅନୁବାଦ: “ଅନେକ ଲୋକ ଅବରୋଧ କଲେ” କିମ୍ବା “ସେମାନଙ୍କ ମଧ୍ୟରୁ ଅନେକେ ଧରିଲେ” (ଦେଖ: rc://*/ta/man/translate/figs-hyperbole)

So they all seized Sosthenes, the ruler of the synagogue, and beat him in front of the judgment seat

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ବିଜାତିମାନେ ବିଚାରାଳୟରେ ବିଚାରାସନ ସମ୍ମୁଖରେ ସୋସ୍ଥନାଙ୍କୁ ପ୍ରହାର କଲେ, କାରଣ ସେ ଯିହୂଦୀମାନଙ୍କର ନେତା ଥିଲେ କିମ୍ବା ) ଏହା ସମ୍ଭବ ଯେ ସୋସ୍ଥନା ଜଣେ ଖ୍ରୀଷ୍ଟ ବିଶ୍ବାସୀ ଥିଲେ, ଏଥିପାଇଁ ଯିହୂଦୀମାନେ ବିଚାରାଳୟ ସମ୍ମୁଖରେ ତାହାଙ୍କୁ ପ୍ରହାର କଲେ I

Sosthenes, the ruler of the synagogue

ସୋସ୍ଥନା କରିନ୍ଥରେ ସମାଜଗୃହର ଯିହୂଦୀ ଅଧ୍ୟକ୍ଷ ଥିଲେ I (ଦେଖ: rc://*/ta/man/translate/translate-names)

beat him

ବାରମ୍ବାର ଧକ୍କା ମାରିଲେ କିମ୍ବା “ବାରମ୍ବାର ବିଧା ମାରିଲେ I”