or_tn/act/18/07.md

964 B

General Information:

ଏଠାରେ “ସେ” ଶବ୍ଦଟି ପାଉଲଙ୍କୁ ବୁଝାଏ I ପ୍ରଥମ “ତାହାଙ୍କର” ଶବ୍ଦ ତିତସ୍ ଯୁସ୍ତଙ୍କୁ ବୁଝାଏ I ଦ୍ବିତୀୟ “ତାହାଙ୍କର” ଶବ୍ଦ କ୍ରିଷ୍ପଙ୍କୁ ବୁଝାଏ I

Titius Justus

ଏହା ଜଣେ ପୁରୁଷ ଲୋକର ନାମ I (ଦେଖ: rc://*/ta/man/translate/translate-names)

worshiped God

ଜଣେ ଈଶ୍ବର ଉପାସନାକାରୀ ହେଉଛନ୍ତି ଜଣେ ବିଜାତି ଯେ ଈଶ୍ବରଙ୍କୁ ପ୍ରଶଂସା ଦିଅନ୍ତି ଓ ତାହାଙ୍କର ଅନୁଗମନ କରନ୍ତି, କିନ୍ତୁ ଯିହୂଦୀମାନଙ୍କର ସମସ୍ତ ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ପାଳନ କରନ୍ତି ନାହିଁ I