or_tn/act/18/06.md

1.5 KiB

shook out his garment

ପାଉଲ ସେଠାରେ ଯିହୂଦୀମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷାଦେବାକୁ ଆଉ ଚେଷ୍ଟା କରିବେ ନାହିଁ ବୋଲି ସୂଚାଇବାକୁ ଏହା ଏକ ସାଙ୍କେତିକ କାର୍ଯ୍ୟ I ସେ ସେମାନଙ୍କୁ ଈଶ୍ବରଙ୍କ ଦଣ୍ଡ ପ୍ରତି ଛାଡ଼ିଦେଉଛନ୍ତି I (ଦେଖ: rc://*/ta/man/translate/translate-symaction)

May your blood be upon your own heads

ଏଠାରେ “ରକ୍ତ” ସେମାନଙ୍କର କର୍ମର ଦୋଷୀମନୋଭାବକୁ ବୁଝାଏ I ଏଠାରେ “ମସ୍ତକ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ପାଉଲ ଯିହୂଦୀମାନଙ୍କୁ କହୁଛନ୍ତି ଯେ ଯଦି ସେମାନେ ମନ ପରିବର୍ତ୍ତନ କରିବା ନିମନ୍ତେ ଅସ୍ବୀକାର କରିବେ, ତେବେ ସେମାନେ ସେମାନଙ୍କର କଠିନତା ସକାଶେ ଦଣ୍ଡର ସମ୍ମୁଖୀନ ହେବାକୁ ସମ୍ପୂର୍ଣ୍ଣ ଦାୟୀ ହେବେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ପାପର ଦଣ୍ଡ ପାଇଁ ତୁମ୍ଭେମାନେ ନିଜେ ହିଁ ଦାୟିତ୍ବ ବହନ କରିବ” (ଦେଖ: rc://*/ta/man/translate/figs-metonymy)