or_tn/act/17/28.md

634 B

General Information:

ଏଠାରେ “ତାହାଙ୍କୁ” ଓ “ତାହାଙ୍କର” ଶବ୍ଦଗୁଡ଼ିକ ଈଶ୍ବରଙ୍କୁ ବୁଝାଏ (ପ୍ରେରିତ ୧୭:୨୪)I ଯେତେବେଳେ ପାଉଲ ଏଠାରେ “ଆମ୍ଭେମାନେ” ବୋଲି କହନ୍ତି, ସେ ନିଜକୁ ଓ ତାହାଙ୍କର ଶ୍ରୋତାମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରନ୍ତି I (ଦେଖ: rc://*/ta/man/translate/figs-inclusive)

For in him

କାରଣ ତାହାଙ୍କଠାରେ