or_tn/act/17/26.md

1.7 KiB

General Information:

ଏଠାରେ “ସେ” ଓ “ତାହାଙ୍କୁ” ଶବ୍ଦଗୁଡ଼ିକ ଏକମାତ୍ର ସତ୍ୟ ଈଶ୍ବର ସୃଷ୍ଟିକର୍ତ୍ତାଙ୍କୁ ବୁଝାଏ I “ସେମାନଙ୍କର” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପୃଥିବୀ ପୃଷ୍ଠରେ ବାସକରୁଥିବା ପ୍ରତ୍ୟେକ ଦେଶର ଲୋକମାନଙ୍କୁ ବୁଝାଏ I “ଆମ୍ଭମାନଙ୍କୁ” ଶବ୍ଦ ବ୍ୟବହାର କରି ପାଉଲ ନିଜକୁ, ତାଙ୍କର ଶ୍ରୋତାମାନଙ୍କୁ ଓ ପ୍ରତ୍ୟେକ ଦେଶକୁ ଅନ୍ତର୍ଭୁକ୍ତ କରୁଛନ୍ତି I (ଦେଖ: rc://*/ta/man/translate/figs-inclusive)

one man

ଏହାର ଅର୍ଥ ଈଶ୍ବର ସୃଷ୍ଟି କରିଥିବା ପ୍ରଥମ ମନୁଷ୍ୟ ଆଦମ I ଏଥିରେ ହବାକୁ ଅନ୍ତର୍ଭୁକ୍ତ କରି କୁହାଯାଇପାରିବ I ଆଦମ ଓ ହବାଙ୍କ ଦ୍ବାରା ହିଁ ଈଶ୍ବର ଅନ୍ୟ ସମସ୍ତ ଲୋକମାନଙ୍କୁ ନିର୍ମାଣ କଲେ I ବିକଳ୍ପ ଅନୁବାଦ: “ଏକ ଦମ୍ପତ୍ତି”

having determined their appointed seasons and the boundaries of their living areas

ଏହାକୁ ଏକ ନୂଆ ବାକ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେ ସୁନିଶ୍ଚିତ କଲେ ଯେ ସେମାନେ କେତେବେଳେ ଓ କେଉଁଠି ଜୀବନ କାଟିବେ”