or_tn/act/17/24.md

16 lines
1.4 KiB
Markdown

# the world
ଅତି ସାଧାରଣ ଭାବରେ କହିବାକୁ ଗଲେ, “ଜଗତ” ଶବ୍ଦ ସ୍ବର୍ଗ, ପୃଥିବୀ ଓ ତନ୍ମଧ୍ୟସ୍ଥ ସବୁକିଛିକୁ ବୁଝାଏ I
# since he is Lord
କାରଣ ସେ ପ୍ରଭୁ ଅଟନ୍ତି I ଏଠାରେ “ସେ” [ପ୍ରେରିତ ୧୭:୨୩](../17/23.md)ରେ ଉଲ୍ଲେଖ ଥିବା ଅଜ୍ଞାତ ଦେବତାକୁ ବୁଝାଏ ଯାହାକୁ ପାଉଲ ପ୍ରଭୁ ପରମେଶ୍ବର ବୋଲି ବୁଝାଉଛନ୍ତି I
# of heaven and earth
“ସ୍ବର୍ଗ” ଓ “ପୃଥିବୀ” ଶବ୍ଦଗୁଡ଼ିକ ଏକତ୍ର ବ୍ୟବହାର କରାଯାଉଛି ଯାହାର ଅର୍ଥ ସ୍ବର୍ଗ ଓ ପୃଥିବୀରେ ଥିବା ସମସ୍ତ ପ୍ରାଣୀ ଓ ସବୁ ପଦାର୍ଥ I (ଦେଖ: [[rc://*/ta/man/translate/figs-merism]])
# built with hands
ଏଠାରେ “ହସ୍ତ” ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଲୋକମାନଙ୍କ ହସ୍ତଦ୍ବାରା ନିର୍ମିତ” କିମ୍ବା “ଯାହା ଲୋକେ ନିର୍ମାଣ କରିଛନ୍ତି” (ଦେଖ: [[rc://*/ta/man/translate/figs-synecdoche]])