or_tn/act/17/23.md

622 B
Raw Permalink Blame History

For as I passed along

କାରଣ ମୁଁ ଭ୍ରମଣ କରିବା ସମୟରେ କିମ୍ବା “ଯେତେବେଳେ ମୁଁ ଚାଲି ଚାଲି ଯାଉଥିଲି”

To an Unknown God

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଏକ ଅଜ୍ଞାତ ଦେବତା ଉଦ୍ଦେଶ୍ୟରେ” କିମ୍ବା ) ଜଣା ନ ଥିବା ଦେବତା ଉଦ୍ଦେଶ୍ୟରେ I” ଏହା ବେଦି ଉପରେ ଏକ ନିର୍ଦ୍ଦିଷ୍ଟ ଲେଖା ଅବା ଶିଳାଲେଖା ଥିଲା I