or_tn/act/17/21.md

2.5 KiB

Now all the Athenians and the strangers living there

“ସମସ୍ତ” ଶବ୍ଦଟି ଏକ ସାଧାରଣ ଅନୁମାନ ଯାହା ଅନେକଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ସେଠାରେ ବାସ କରୁଥିବା ଅନେକ ଆଥୀନୀୟମାନେ ଓ ବିଦେଶୀୟ ପ୍ରବାସୀମାନେ” କିମ୍ବା “ବର୍ତ୍ତମାନ ସେଠାରେ ବାସକରୁଥିବା ଅନେକ ଆଥୀନୀୟମାନେ ଓ ବିଦେଶୀୟ ପ୍ରବାସୀମାନେ” (See: rc://*/ta/man/translate/figs-hyperbole)

all the Athenians

ଆଥୀନୀୟମାନେ ମାକିଦନିଆ (ବର୍ତ୍ତମାନର ଗ୍ରୀସ୍) ତଳେ ଥିବା ଉପକୂଳ ନିକଟବର୍ତ୍ତୀ ଆଥୀନୀ ନଗରର ଲୋକମାନେ I

the strangers

ପ୍ରବାସୀମାନେ

spent their time in nothing but either telling or listening

ଏଠାରେ “କାଳ” ବିଷୟରେ ଏପରି କୁହାଯାଏ ସତେ ଯେପରି ଏହା ଗୋଟିଏ ଜିନିଷ ଯାହା ଜଣେ ଖର୍ଚ୍ଚ କରିପାରିବ I ବିକଳ୍ପ ଅନୁବାଦ: “କହିବା ଓ ଶୁଣିବା ଛଡା ଆଉ କୌଣସି ବିଷୟରେ କାଳ କ୍ଷେପଣ କରୁ ନ ଥିଲେ I କିମ୍ବା ସବୁବେଳେ କିଛି କହିବା ଓ ଶୁଣିବା ଛଡା ଆଉ କିଛି କରୁ ନ ଥିଲେ I (ଦେଖ: rc://*/ta/man/translate/figs-metaphor)

spent their time in nothing but either telling or listening

“କୌଣସି କାର୍ଯ୍ୟ ନ କରି କାଳ କ୍ଷେପଣ କରୁଥିଲେ” ବାକ୍ୟାଂଶଟି ଏକ ଅତିରଂଜନ I ବିକଳ୍ପ ଅନୁବାଦ: “କହିବା ଓ ଶୁଣିବା ଛଡା ଆଉ ଅଧିକ କିଛି କରୁ ନ ଥିଲେ” କିମ୍ବା “କହିବାରେ ଓ ଶୁଣିବାରେ ହିଁ ଅଧିକ ସମୟ ବିତାଉଥିଲେ” (ଦେଖ: rc://*/ta/man/translate/figs-hyperbole)

telling or listening about something new

ନୂତନ ଦାର୍ଶନିକ ଚିନ୍ତାଧାରା ସବୁ ଆଲୋଚନା କରିବା କିମ୍ବା “ସେମାନଙ୍କପାଇଁ ଯାହା ନୂଆ ସେ ବିଷୟରେ କଥାବାର୍ତ୍ତା କରିବା”