or_tn/act/17/20.md

839 B

For you bring some strange things to our ears

ଯୀଶୁଙ୍କ ବିଷୟରେ ଓ ପୁନରୁତ୍ଥାନ ବିଷୟରେ ପାଉଲଙ୍କ ଶିକ୍ଷାକୁ ଏପରି କୁହାଯାଏ ସତେ ଯେପରି ଏହା ଗୋଟିଏ ଜିନିଷ ଯାହା ଜଣେ ଅନ୍ୟ ଜଣକ ପାଖକୁ ଆଣିପାରେ I ଏଠାରେ “କର୍ଣ୍ଣ” ସେମାନେ ଶୁଣିଥିବା କଥାକୁ ବୁଝାଏ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେ ଏପରି କିଛି ବିଷୟରେ ଶିକ୍ଷା ଦେଉଛ ଯାହା ଆମ୍ଭେ ଆଗରୁ କେବେ ଶୁଣି ନ ଥିଲୁ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-metonymy]])