or_tn/act/17/17.md

1.2 KiB

he reasoned

ସେ ବାଦାନୁବାଦ କରୁଥିଲେ କିମ୍ବା “ସେ ଆଲୋଚନା କରୁଥିଲେ I” ଏହାର ଅର୍ଥ ଏହି ଯେ ସେ କେବଳ ପ୍ରଚାର କରୁ ନ ଥିଲେ ମାତ୍ର ଶ୍ରୋତାମାନଙ୍କ ସହିତ ତାଙ୍କର କଥୋପକଥନ ହେଉଥିଲା I ସେମାନେ ତାହାଙ୍କ ସହିତ କଥା ମଧ୍ୟ ହେଉଥିଲେ I

others who worshiped God

ଏହା ବିଜାତି (ଅଣ-ଯିହୂଦୀ) ମାନଙ୍କୁ ବୁଝାଏ, ଯେଉଁମାନେ ଈଶ୍ବରଙ୍କର ପ୍ରଶଂସା କରନ୍ତି ଓ ତାହାଙ୍କର ଅନୁଗମନ କରନ୍ତି, କିନ୍ତୁ ଯିହୂଦୀ ବ୍ୟବସ୍ଥାର ସବୁ କିଛି ପାଳନ କରନ୍ତି ନାହିଁ I

in the marketplace

ସର୍ବସାଧାରଣ ଛକସ୍ଥାନରେ I ଏହା ବ୍ୟବସାୟର ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଜିନିଷପତ୍ର, ଗୋରୁଗାଈର କିଣାବିକା ଓ ସେବାର ଦିଆନିଆ ହୁଏ I