or_tn/act/17/11.md

2.1 KiB

Now

ମୁଖ୍ୟ ଘଟଣା ଧାରାରେ ଏକ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ “ବର୍ତ୍ତମାନ” ଶବ୍ଦ ବ୍ୟବହାର କରାଯାଇଛି I ଏଠାରେ ଲୂକ ବେରୟାର ଲୋକମାନଙ୍କ ବିଷୟରେ ପୃଷ୍ଠଭୂମି ସୂଚନା ଦେଉଛନ୍ତି ଓ ସେମାନେ କିପରି ପାଉଲ କହୁଥିବା କଥା ଶୁଣିବାକୁ ଏବଂ ସେ ଯାହା କହୁଥିଲେ ତାହା ପରୀକ୍ଷା କରିବାକୁ ଇଚ୍ଛା କରୁଥିଲେ ତାହା ଜଣାଉଛନ୍ତି I (ଦେଖ: rc://*/ta/man/translate/writing-background)

these people were more noble

ଏହି “ଉତ୍ତମ-ଜନ୍ମିତ” ଲୋକମାନେ ଅନ୍ୟ ଲୋକମାନଙ୍କ ଅପେକ୍ଷା ନୂତନ ଚିନ୍ତାଧାରାଗୁଡ଼ିକ ବିଷୟରେ ଅଧିକ ନିରପେକ୍ଷ ଭାବରେ ଚିନ୍ତା କରିବାକୁ ଇଚ୍ଛା କରୁଥିଲେ I ବିକଳ୍ପ ଅନୁବାଦ: “ଅଧିକ ଖୋଲାମନା” କିମ୍ବା “ଶୁଣିବାକୁ ଅଧିକ ଇଚ୍ଛୁକ”

received the word

ଏଠାରେ “ବାକ୍ୟ” ଏକ ଶିକ୍ଷାକୁ ବୁଝାଏ I ବିକଳ୍ପ ଅନୁବାଦ: “ଶିକ୍ଷାକୁ ଶୁଣିଲେ” (ଦେଖ: rc://*/ta/man/translate/figs-metonymy)

with all readiness of mind

ଶାସ୍ତ୍ର ସମ୍ବନ୍ଧରେ ପାଉଲଙ୍କ ଶିକ୍ଷାକୁ ଆନ୍ତରିକତାର ସହ ପରୀକ୍ଷା କରିବାପାଇଁ ଏହି ବେରୟାର ଲୋକମାନେ ପ୍ରସ୍ତୁତ ଥିଲେ I

examining the scriptures daily

ପ୍ରତିଦିନ ଶାସ୍ତ୍ରକୁ ଯତ୍ନର ସହିତ ପାଠକରି ଓ ସମୀକ୍ଷା କରି

these things were so

ପାଉଲ ଯାହା କହୁଥିଲେ ତାହା ସତ୍ୟ ଥିଲା