or_tn/act/17/09.md

1.0 KiB

made Jason and the rest pay money as security

ଉତ୍ତମ ବ୍ୟବହାର କରିବାର ପ୍ରତିଜ୍ଞା ସ୍ବରୂପେ ଯାସୋନ ଓ ଅନ୍ୟମାନେ ନଗରର ଅଧିକାରୀମାନଙ୍କୁ ଅର୍ଥ ଦେବାକୁ ପଡ଼ିଥିଲା; ସବୁ ଠିକ୍ ଠାକ୍ ହେଲେ ସେହି ଅର୍ଥ ଫେରାଇ ଦିଆଯାଇପାରେ କିମ୍ବା ଗଣ୍ଡଗୋଳ ଦ୍ବାରା କ୍ଷତି ହୋଇଥିବା ଜିନିଷର ମରାମତି କରାଯାଇପାରେ I

the rest

“ସେମାନଙ୍କୁ” ଶବ୍ଦଟି ଯିହୂଦୀମାନେ ଶାସନକର୍ତ୍ତାମାନଙ୍କ ସମ୍ମୁଖକୁ ଆଣିଥିବା ଅନ୍ୟ ବିଶ୍ବାସୀମାନଙ୍କୁ ବୁଝାଏ I

they let them go

ଶାସନକର୍ତ୍ତାମାନେ ଯାସୋନ ଓ ଅନ୍ୟ ବିଶ୍ବାସୀମାନଙ୍କୁ ଛାଡ଼ିଦେଲେ