or_tn/act/17/06.md

16 lines
1.6 KiB
Markdown

# certain other brothers
ଏଠାରେ “ଭାଇମାନେ” ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ : “କେତେକ ଅନ୍ୟ ବିଶ୍ବାସୀମାନେ”
# before the officials
ଶାସନକର୍ତ୍ତାମାନଙ୍କ ସମ୍ମୁଖରେ
# These men who have
ଯିହୂଦୀ ନେତାମାନେ କହୁଛନ୍ତି ଓ ଏହି “ଲୋକଗୁଡାକ” ବାକ୍ୟାଂଶଟି ପାଉଲ ଓ ଶୀଲାଙ୍କୁ ବୁଝାଏ I
# turned the world upside down
ପାଉଲ ଓ ଶୀଲା ଯେଉଁସବୁ ସ୍ଥାନକୁ ଯାଉଛନ୍ତି ସେଠାରେ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି ବୋଲି ଏହି ବାକ୍ୟାଂଶଟି ଅନ୍ୟ ପ୍ରକାରେ କହୁଛି I ପାଉଲ ଓ ଶୀଲା ତାଙ୍କର ଶିକ୍ଷା ଦ୍ବାରା ଯେଉଁ ପ୍ରଭାବ ବିସ୍ତାର କରୁଥିଲେ ତାହାକୁ ଯିହୂଦୀନେତାମାନେ ଅତିରଞ୍ଜିତ କରି କହୁଛନ୍ତି I ବିକଳ୍ପ ଅନୁବାଦ: “ପୃଥିବୀର ସବୁ ସ୍ଥାନରେ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି” କିମ୍ବା “ସେମାନେ ଯାଉଥିବା ସବୁ ସ୍ଥାନରେ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି” (ଦେଖ: [[rc://*/ta/man/translate/figs-hyperbole]] ଓ [[rc://*/ta/man/translate/figs-idiom]])