or_tn/act/16/37.md

3.6 KiB

General Information:

ସବୁ ଥର ବ୍ୟବହାର କରାଯାଇଥିବା “ସେମାନେ” ଶବ୍ଦ ଓ ପ୍ରଥମଥର ପାଇଁ ବ୍ୟବହାର କରାଯାଇଥିବା “ସେମାନଙ୍କୁ” ଶବ୍ଦ ବିଚାରକର୍ତ୍ତାମାନଙ୍କୁ ବୁଝାଏ I “ସେମାନେ ନିଜେ” ଶବ୍ଦ ବିଚାରକର୍ତ୍ତାମାନଙ୍କୁ ବୁଝାଏ I ଦ୍ବିତୀୟ ଥର ବ୍ୟବହାର କରାଯାଇଥିବା “ସେମାନଙ୍କୁ” ଶବ୍ଦ ପାଉଲ ଓ ଶୀଲାଙ୍କୁ ବୁଝାଏ I “ଆମ୍ଭମାନଙ୍କୁ” ଶବ୍ଦ କେବଳ ପାଉଲ ଓ ଶୀଲାଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-exclusive)

said to them

ବୋଧହୁଏ ପାଉଲ କାରାରକ୍ଷକଙ୍କୁ କହୁଛନ୍ତି, କିନ୍ତୁ ସେ ଚାହୁଁଛନ୍ତି ଯେ ସେ ଯାହା କହୁଛନ୍ତି ତାହା କାରାରକ୍ଷକ ବିଚାରକର୍ତ୍ତାମାନଙ୍କୁ କହନ୍ତୁ I ବିକଳ୍ପ ଅନୁବାଦ: “କାରାରକ୍ଷକଙ୍କୁ କହିଲେ” (ଦେଖ: rc://*/ta/man/translate/figs-explicit)

They have publicly beaten us

ଏଠାରେ “ସେମାନେ” ଶବ୍ଦ ବିଚାରକର୍ତ୍ତାମାନଙ୍କୁ ବୁଝାଏ ଯେଉଁମାନେ ପଦାତିକମାନଙ୍କୁ ସେମାନଙ୍କୁ ପ୍ରହାର କରିବାପାଇଁ ଆଦେଶ ଦେଇଥିଲେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ସର୍ବସାଧାରଣ ସ୍ଥାନରେ ପ୍ରହାର କରିବାପାଇଁ ବିଚାରକର୍ତ୍ତାମାନେ ପଦାତିକମାନଙ୍କୁ ଆଦେଶ କରିଥିଲେ” (ଦେଖ: rc://*/ta/man/translate/figs-metonymy)

without a trial, even though we are Romans citizens—and they threw us into prison

ରୋମୀୟ ଲୋକ ଯେ ଆମ୍ଭେମାନେ, ଆମ୍ଭେମାନେ ଦୋଷୀ ବୋଲି ସେମାନେ ବିଚାରାଳୟରେ ପ୍ରମାଣ ନ କରି ଆମ୍ଭମାନଙ୍କୁ ସେମାନଙ୍କ ପଦାତିକମାନଙ୍କ ଦ୍ବାରା କାରାଗାରରେ ରଖିଲେ I

Do they now want to send us away secretly? No!

ପାଉଲ ଓ ଶୀଲାଙ୍କ ପ୍ରତି ଦୁର୍ବ୍ୟବହାର କଲା ପରେ ସେମାନଙ୍କର ବିଚାର ନ କରି ଗୋପନରେ ଛାଡ଼ିଦେବାକୁ ସେ ବିଚାରକର୍ତ୍ତାମାନଙ୍କୁ ଅନୁମତି ଦେବେ ନାହିଁ, ଏହି କଥାକୁ ଗୁରୁତ୍ବ ଦେବାପାଇଁ ପାଉଲ ଗୋଟିଏ ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ଯେ ଆମ୍ଭମାନଙ୍କୁ ଗୋପନରେ ନଗର ବାହାରକୁ ପଠାଇଦେବେ ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ସେପରି କରିବାକୁ ଦେବି ନାହିଁ!” (ଦେଖ: rc://*/ta/man/translate/figs-rquestion)

Let them come themselves

ଏଠାରେ “ସେମାନେ ନିଜେ” ଗୁରୁତ୍ବ ଦେବା ପାଇଁ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/figs-rpronouns)