or_tn/act/16/32.md

8 lines
1.0 KiB
Markdown

# General Information:
ଏଠାରେ ପ୍ରଥମେ ବ୍ୟବହୃତ “ସେମାନେ” ଶବ୍ଦ ପୁଣି “ସେମାନଙ୍କର” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ଶୀଲାଙ୍କୁ ବୁଝାଏ I[ପ୍ରେରିତ ୧୬:୨୫](../16/25.md)କୁ ତୁଳନା କର I ଶେଷ “ସେମାନେ” ଶବ୍ଦ କାରାରକ୍ଷକଙ୍କ ପରିବାରର ଲୋକମାନଙ୍କୁ ବୁଝାଏ I “ତାହାଙ୍କୁ,” “ତାହାଙ୍କର,” ଓ “ସେ” ଶବ୍ଦଗୁଡ଼ିକ କାରାରକ୍ଷକଙ୍କୁ ବୁଝାଏ I
# They spoke the word of the Lord to him
ଏଠାରେ “ବାକ୍ୟ” ଗୋଟିଏ ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ସେମାନେ ତାହାଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟକ ସମ୍ବାଦ କହିଲେ” (ଦେଖ: [[rc://*/ta/man/translate/figs-metonymy]])