or_tn/act/16/15.md

849 B

When she and her house were baptized

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ସେମାନେ ଲୂଦିଆ ଓ ତାଙ୍କ ପରିବାରର ସଦସ୍ୟମାନଙ୍କୁ ବାପ୍ତିସ୍ମ ଦେଲେ” (ଦେଖ: rc://*/ta/man/translate/figs-activepassive)

her house

ଏଠାରେ “ପରିବାର” ତାଙ୍କ ଗୃହରେ ଥିବା ଲୋକମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ତାଙ୍କ ପରିବାରର ସଦସ୍ୟମାନେ” କିମ୍ବା “ତାଙ୍କ ପରିବାର ଓ ଗୃହର ଦାସଦାସୀମାନେ” (ଦେଖ: rc://*/ta/man/translate/figs-metonymy)