or_tn/act/16/11.md

955 B

Connecting Statement:

ପାଉଲ ଓ ତାହାଙ୍କର ସାଥୀମାନେ ବର୍ତ୍ତମାନ ସେମାନଙ୍କର ପ୍ରଚାର ଯାତ୍ରାରେ ଫିଲିପ୍ପୀରେ ଅଛନ୍ତି I ୧୩ ପଦ ଲୂଦିଆଙ୍କ ବିବରଣ ଆରମ୍ଭ କରେ I ଏହି ଛୋଟ ଘଟଣା ପାଉଲଙ୍କ ଯାତ୍ରା ସମୟରେ ଘଟୁଅଛି I

Samothrace ... Neapolis

ଏଗୁଡିକ ମାକିଦନିଆର ଫିଲିପ୍ପୀ ନିକଟରେ ଥିବା ଉପକୂଳବର୍ତ୍ତୀ ନଗରସମୂହ I (ଦେଖ: rc://*/ta/man/translate/translate-names)

we came to Neapolis

ଏଠାରେ “ଆସିଲେ” ଶବ୍ଦକୁ “ଗଲେ” କିମ୍ବା “ପହଞ୍ଚିଲେ” ଭାବରେ ଅନୁବାଦ କରାଯାଇପାରିବ I (ଦେଖ: rc://*/ta/man/translate/figs-go)