or_tn/act/16/10.md

354 B

we set out to go to Macedonia ... God had called us

ଏଠାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ ଓ ପ୍ରେରିତ ପୁସ୍ତକର ଲେଖକ ଲୂକ ସମେତ ତାହାଙ୍କର ସାଥୀମାନଙ୍କୁ ବୁଝାଏ I