or_tn/act/16/05.md

8 lines
969 B
Markdown

# the churches were strengthened in the faith and increased in number daily
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଶ୍ବାସୀମାନେ ସେମାନଙ୍କର ବିଶ୍ବାସରେ ଦୃଢ଼ ହେଲେ ଓ ପ୍ରତିଦିନ ଅଧିକରୁ ଅଧିକ ଲୋକମାନେ ବିଶ୍ବାସୀ ହେବାକୁ ଲାଗିଲେ” (ଦେଖ: [[rc://*/ta/man/translate/figs-activepassive]])
# the churches were strengthened in the faith
ଏହା ଜଣକୁ ଅଧିକ ଦୃଢ଼ଭାବରେ ବିଶ୍ବାସ କରିବା ପାଇଁ ସାହାଯ୍ୟ କରିବା ବିଷୟରେ କହିଥାଏ ସତେ ଯେପରି ଏହା ସେମାନଙ୍କୁ ଶାରୀରିକ ଭାବରେ ଦୃଢ଼ କରୁଥିଲା I (ଦେଖ: [[rc://*/ta/man/translate/figs-metaphor]])