1.1 KiB
1.1 KiB
Connecting Statement:
ପାଉଲ ଓ ବର୍ଣ୍ଣବ୍ବା ପୃଥକ୍ ଯାତ୍ରାରେ ଯାଉଛନ୍ତି I
Let us return now
ମୁଁ ପରାମର୍ଶ କରୁଅଛି ବର୍ତ୍ତମାନ ଆମ୍ଭେମାନେ ବାହୁଡିଯିବା
visit the brothers
ଭାଇମାନଙ୍କ ଯତ୍ନ ନେବା କିମ୍ବା “ବିଶ୍ବାସୀମାନଙ୍କୁ ସାହାଯ୍ୟ ପ୍ରଦାନ କରିବା”
the word of the Lord
ଏଠାରେ “ବାକ୍ୟ” ସମ୍ବାଦକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ବିଷୟକ ସମ୍ବାଦ” (ଦେଖ: rc://*/ta/man/translate/figs-metonymy)
see how they are
ସେମାନେ କିପରି ଜୀବନ ଯାପନ କରୁଛନ୍ତି ଜାଣିବା I ସେମାନେ ଭାଇମାନଙ୍କ ବର୍ତ୍ତମାନର ଅବସ୍ଥା ଓ ସେମାନେ କିପରି ଈଶ୍ବରଙ୍କ ସତ୍ୟତାକୁ ଧରୁଛନ୍ତି ତାହା ଜାଣିବାକୁ ଚାହିଁଲେ I