or_tn/act/15/26.md

627 B

for the name of our Lord Jesus Christ

ଏଠାରେ “ନାମ” ସମ୍ପୂର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “କାରଣ ସେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଅଛନ୍ତି” କିମ୍ବା “କାରଣ ସେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା କରୁଅଛନ୍ତି” (ଦେଖ: rc://*/ta/man/translate/figs-metonymy)