or_tn/act/15/23.md

12 lines
2.0 KiB
Markdown

# From the apostles and elders, your brothers, to the Gentile brothers in Antioch, Syria, and Cilicia: Greetings!
ଏହା ପତ୍ରର ଉପକ୍ରମ I ତୁମର ଭାଷାରେ ହୁଏତ ପତ୍ରର ଲେଖକଙ୍କର ଓ ଯାହାକୁ ପତ୍ର ଲେଖାଯାଉଛି ତାଙ୍କର ପରିଚୟ ଦେବାର ଏକ ଶୈଳୀ ଥାଇପାରେ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଭ୍ରାତୃଗଣ, ପ୍ରେରିତ ଓ ପ୍ରାଚୀନମାନଙ୍କଠାରୁ ଏହି ପତ୍ର I ଆମ୍ଭେମାନେ ଆନ୍ତିୟଖିଆ, ସୁରିଆ ଓ କିଲିକିଆସ୍ଥ ବିଜାତି ବିଶ୍ବାସୀମାନଙ୍କ ନିକଟକୁ ଲେଖୁଅଛୁ I ତୁମ୍ଭମାନଙ୍କୁ ନମସ୍କାର” କିମ୍ବା “ଆନ୍ତିୟଖିଆ, ସୁରିଆ ଓ କିଲିକିଆସ୍ଥ ଆମ୍ଭମାନଙ୍କ ବିଜାତି ଭ୍ରାତୃଗଣଙ୍କ ନିକଟକୁ I ପ୍ରେରିତ, ପ୍ରାଚୀନ ଓ ତୁମ୍ଭମାନଙ୍କ ଭ୍ରାତୃଗଣଠାରୁ ନମସ୍କାର”
# your brothers ... the Gentile brothers
ଏଠାରେ “ଭ୍ରାତୃଗଣ” ଶବ୍ଦଟି ସହ-ବିଶ୍ବାସୀମାନଙ୍କୁ ବୁଝାଏ I ଏହି ଶବ୍ଦଗୁଡ଼ିକ ବ୍ୟବହାର କରିବା ଦ୍ବାରା, ପ୍ରେରିତ ଓ ପ୍ରାଚୀନମାନେ ବିଜାତି ବିଶ୍ବାସୀମାନଙ୍କୁ ଭରସା ଦେଉଛନ୍ତି ଯେ ସେମାନେ ସେମାନଙ୍କୁ ସହ-ବିଶ୍ବାସୀ ଭାବରେ ଗ୍ରହଣ କରୁଛନ୍ତି I
# Cilicia
ଏହା କୁପ୍ର ଦ୍ବୀପର ଉତ୍ତରରେ ଥିବା ଏସିଆ ମାଇନରର ଏକ ଉପକୂଳବର୍ତ୍ତୀ ପ୍ରଦେଶର ନାମ I (ଦେଖ: [[rc://*/ta/man/translate/translate-names]])