or_tn/act/15/11.md

716 B

But we believe that we shall be saved through the grace of the Lord Jesus, just as they were

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ଆମ୍ଭେମାନେ ବିଶ୍ବାସ କରୁଛୁ ଯେ ଯେପରି ସେ ଅଣଯିହୂଦୀ ବିଶ୍ବାସୀମାନଙ୍କୁ ପରିତ୍ରାଣ କରିଥିଲେ, ସେପରି ପ୍ରଭୁ ଯୀଶୁ ତାହାଙ୍କ ଅନୁଗ୍ରହ ଦ୍ବାରା ଆମ୍ଭମାନଙ୍କୁ ପରିତ୍ରାଣ କରିବେ” (ଦେଖ: rc://*/ta/man/translate/figs-activepassive)