or_tn/act/15/03.md

28 lines
2.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# General Information:
ଏଠାରେ “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ପାଉଲ, ବର୍ଣ୍ଣବ୍ବା ଓ ନିର୍ଦ୍ଦିଷ୍ଟ କେତେକଙ୍କୁ ବୁଝାଉଥିଲା ([ପ୍ରେରିତ ୧୫:](../15/02.md))I
# They therefore, being sent by the church
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତେଣୁକରି ବିଶ୍ବାସୀମାନଙ୍କର ସମ୍ପ୍ରଦାୟ ସେମାନଙ୍କୁ ଆନ୍ତିୟଖିଆରୁ ଯିରୂଶାଲମକୁ ପଠାଇଲେ” (ଦେଖ: [[rc://*/ta/man/translate/figs-activepassive]])
# being sent by the church
ଏଠାରେ “ମଣ୍ଡଳୀ” ଲୋକମାନଙ୍କୁ ବୁଝାଏ ଯେଉଁମାନେ ମଣ୍ଡଳୀର ଅଂଶବିଶେଷ ଥିଲେ I (ଦେଖ: [[rc://*/ta/man/translate/figs-metonymy]])
# passed through ... announced
“ଦେଇ ଯାଉଁ ଯାଉଁ” ଓ “ଘୋଷଣା କଲେ” ଶବ୍ଦଗୁଡ଼ିକ ସୂଚାଏ ଯେ ସେମାନେ ବିଭିନ୍ନ ସ୍ଥାନରେ କିଛି ସମୟ ରହି ଈଶ୍ବର କରୁଥିବା କର୍ମଗୁଡ଼ିକ ବର୍ଣ୍ଣନା କରୁଥିଲେ I
# announced the conversion of the Gentiles
ଗୁଣବାଚକ ବିଶେଷ୍ୟ “ପରିବର୍ତ୍ତନ”ର ଅର୍ଥ ହେଉଛି ବିଜାତିମାନେ ମିଥ୍ୟା ଦେବତାସବୁକୁ ଅଗ୍ରାହ୍ୟ କରି ଈଶ୍ବରଙ୍କଠାରେ ବିଶ୍ବାସ କରୁଥିଲେ I ବିକଳ୍ପ ଅନୁବାଦ: “ସେହି ସ୍ଥାନଗୁଡିକରେ ବିଶ୍ବାସୀମାନଙ୍କର ସମ୍ପ୍ରଦାୟ ନିକଟରେ ବର୍ଣ୍ଣନା କଲେ ଯେ ବିଜାତିମାନେ ଈଶ୍ବରଙ୍କଠାରେ ବିଶ୍ବାସ କରୁଛନ୍ତି” (ଦେଖ: [[rc://*/ta/man/translate/figs-abstractnouns]])
# They brought great joy to all the brothers
ସେମାନଙ୍କର ସମ୍ବାଦ ବିଶ୍ବାସୀମାନଙ୍କ ମଧ୍ୟରେ ଆନନ୍ଦ ଜନ୍ମାଇବା ବିଷୟରେ ଏପରି କୁହାଯାଏ ସତେ ଯେପରି “ଆନନ୍ଦ” ଏକ ଜିନିଷ ଯାହା ସେମାନେ ଭାଇମାନଙ୍କ ନିକଟକୁ ଆଣିଥିଲେ I ବିକଳ୍ପ ଅନୁବାଦ: “ସେମାନେ ଯାହା କହିଲେ ତାହା ସହ-ବିଶ୍ବାସୀମାନଙ୍କ ମଧ୍ୟରେ ଆନନ୍ଦ ଜନ୍ମାଇଲା” (ଦେଖ: [[rc://*/ta/man/translate/figs-metaphor]])
# the brothers
ଏଠାରେ “ଭାଇମାନେ” ସହ-ବିଶ୍ବାସୀମାନଙ୍କୁ ବୁଝାଏ I