or_tn/act/15/01.md

2.2 KiB

Connecting Statement:

ପାଉଲ ଓ ବର୍ଣ୍ଣବ୍ବା ଏ ପର୍ଯ୍ୟନ୍ତ ଆନ୍ତିୟଖିଆରେ ଅଛନ୍ତି ଯେତେବେଳେ ବିଜାତି ଓ ସୁନ୍ନତ ହେବା ବିଷୟରେ ବିବାଦ ଉଠିଲା I

Some men

କେତେକ ଲୋକ I ତୁମେ ଏହାକୁ ସ୍ପଷ୍ଟ କରିପାରିବ ଯେ ଏହି ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିବା ଯିହୂଦୀ ଥିଲେ I (ଦେଖ: rc://*/ta/man/translate/figs-explicit)

came down from Judea

ଏଠାରେ “ତଳକୁ ଆସିଲେ” ବାକ୍ୟାଂଶଟି ବ୍ୟବହାର କରାଯାଏ କାରଣ ଯିହୂଦା ପ୍ରଦେଶ ଆନ୍ତିୟଖିଆଠାରୁ ଉଚ୍ଚରେ ଥିଲା I

taught the brothers

ଏଠାରେ ""ଭାଇମାନେ” ଖ୍ରୀଷ୍ଟବିଶ୍ବାସୀମାନଙ୍କୁ ବୁଝାଏ I ଏହା ସୂଚିତ କରେ ଯେ ସେମାନେ ଆନ୍ତିୟଖିଆରେ ଥିଲେ I ବିକଳ୍ପ ଅନୁବାଦ: “ଆନ୍ତିୟଖିଆରେ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଲେ” କିମ୍ବା “ଆନ୍ତିୟଖିଆରେ ବିଶ୍ବାସୀମାନଙ୍କୁ ଶିକ୍ଷା ଦେଉଥିଲେ” (ଦେଖ: rc://*/ta/man/translate/figs-explicit)

Unless you are circumcised according to the custom of Moses, you cannot be saved

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୋଶାଙ୍କର ବିଧି ଅନୁସାରେ କେହି ଜଣେ ତୁମକୁ ସୁନ୍ନତ ନ କଲେ, ଈଶ୍ବର ତୁମ୍ଭର ପରିତ୍ରାଣ କରିବେ ନାହିଁ” କିମ୍ବା “ମୋଶାଙ୍କର ବ୍ୟବସ୍ଥା ଅନୁସାରେ ସୁନ୍ନତ ନ ହେଲେ ଈଶ୍ବର ତୁମ୍ଭକୁ ତୁମ୍ଭ ପାପରୁ ପରିତ୍ରାଣ କରିବେ ନାହିଁ” (ଦେଖ: rc://*/ta/man/translate/figs-activepassive)