or_tn/act/14/14.md

748 B

the apostles, Barnabas and Paul

ଲୂକ ଏଠାରେ ସମ୍ଭବତଃ” ପ୍ରେରିତ” ଶବ୍ଦକୁ ସାଧାରଣ ଚିନ୍ତାଧାରା ଅନୁସାରେ “ପଠାଯାଇଥିବା ଜଣେ ବ୍ୟକ୍ତି” ଭାବରେ ବ୍ୟବହାର କରୁଛନ୍ତି I

they tore their clothing

ସେମାନେ ଗଭୀର ଭାବରେ ବ୍ୟଥିତ ଓ ବିଚଳିତ ବୋଲି ଦେଖାଇବାକୁ ଏହା ଏକ ସାଙ୍କେତିକ କାର୍ଯ୍ୟ ଥିଲା ଯେହେତୁ ଲୋକମାନେ ସେମାନଙ୍କ ନିମନ୍ତେ ବଳି ଉତ୍ସର୍ଗ କରିବାକୁ ଚାହୁଁଥିଲେ I