or_tn/act/13/51.md

4 lines
456 B
Markdown

# shook off the dust from their feet against them
ଅବିଶ୍ବାସୀ ଲୋକମାନଙ୍କ ନିମନ୍ତେ ଏହା ଏକ ସାଙ୍କେତିକ କାର୍ଯ୍ୟ ଯାହା ସୂଚାଇଥାଏ ଯେ ଈଶ୍ବର ସେମାନଙ୍କୁ ଅଗ୍ରାହ୍ୟ କରିଛନ୍ତି ଓ ସେମାନଙ୍କୁ ଦଣ୍ଡ ଦେବେ I (ଦେଖ: [[rc://*/ta/man/translate/writing-symlanguage]])