or_tn/act/13/49.md

891 B

The word of the Lord was spread out through the whole region

ଏଠାରେ “ବାକ୍ୟ” ଯୀଶୁଙ୍କ ବିଷୟକ ସମ୍ବାଦକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁମାନେ ବିଶ୍ବାସ କେଲେ ସେମାନେ ସମଗ୍ର ଅଞ୍ଚଳରେ ଈଶ୍ବରଙ୍କ ବାକ୍ୟ ବ୍ୟାପ୍ତ କଲେ” କିମ୍ବା “ଯେଉଁମାନେ ବିଶ୍ବାସ କଲେ ସେମାନେ ସେହି ଅଞ୍ଚଳର ସର୍ବତ୍ର ଯାଇ ଅନ୍ୟମାନଙ୍କୁ ଯୀଶୁଙ୍କ ବିଷୟକ ସମ୍ବାଦ ଦେଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-activepassive]])