or_tn/act/13/44.md

1.1 KiB

General Information:

ଏଠାରେ “ତାହାଙ୍କୁ” ଶବ୍ଦ ପାଉଲଙ୍କୁ ବୁଝାଏ I

almost the whole city

“ନଗର” ଅର୍ଥ ନଗରରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ I ଈଶ୍ବରଙ୍କ ବାକ୍ୟ ପ୍ରତି ଲୋକଙ୍କର ମହା ଆଗ୍ରହକୁ ପ୍ରକାଶ କରିବାକୁ ଏହି ବାକ୍ୟାଂଶ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: ""ନଗରର ପ୍ରାୟ ସମସ୍ତ ଲୋକମାନେ"" (ଦେଖ: rc://*/ta/man/translate/figs-metonymy)

to hear the word of the Lord

ଏହା ସୂଚିତ କରେ ଯେ ପାଉଲ ଓ ବର୍ଣ୍ଣବ୍ବା ହିଁ ପ୍ରଭୁଙ୍କର ବାକ୍ୟ କହିଥିଲେ I ବିକଳ୍ପ ଅନୁବାଦ: “ପ୍ରଭୁ ଯୀଶୁଙ୍କ ବିଷୟରେ ପାଉଲ ଓ ବର୍ଣ୍ଣବ୍ବା କହୁଥିବା କଥା ଶୁଣିବାକୁ” (ଦେଖ: rc://*/ta/man/translate/figs-explicit)