or_tn/act/13/38.md

1.7 KiB

General Information:

ଏଠାରେ “ତାହାଙ୍କୁ” ଶବ୍ଦ ଯୀଶୁଙ୍କୁ ବୁଝାଏ I

let it be known to you

ଏହା ଜାଣ କିମ୍ବା “ଏହା ତୁମ୍ଭର ଜାଣିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ”

brothers

ପାଉଲ ଏହି ଶବ୍ଦ ବ୍ୟବହାର କରନ୍ତି କାରଣ ସେମାନେ ତାହାଙ୍କର ସହ-ଯିହୂଦୀ ଓ ଯିହୂଦୀ ଧର୍ମର ଅନୁସରଣକାରୀ I ଏହି ସମୟରେ ସେମାନେ ଖ୍ରୀଷ୍ଟିୟ ବିଶ୍ବାସୀ ହୋଇ ନ ଥିଲେ I ବିକଳ୍ପ ଅନୁବାଦ: “ହେ ମୋହର ସହ-ଇଶ୍ରାୟେଲୀୟମାନେ ଓ ଅନ୍ୟ ବନ୍ଧୁଗଣ”

that through this man is proclaimed to you forgiveness of sins

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେ ଆମ୍ଭେମାନେ ଘୋଷଣା କରୁଅଛୁ ଯେ ତୁମ୍ଭମାନଙ୍କର ପାପ ସବୁ ଯୀଶୁଙ୍କ ଦ୍ବାରା କ୍ଷମା ହୋଇପାରିବ” (ଦେଖ: rc://*/ta/man/translate/figs-activepassive)

forgiveness of sins

ଗୁଣବାଚକ ବିଶେଷ୍ୟ “କ୍ଷମା“କୁ “କ୍ଷମା କରିବାକୁ” କ୍ରିୟାପଦରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ତୁମ୍ଭମାନଙ୍କର ପାପସବୁ କ୍ଷମା କରିବେ” (ଦେଖ: rc://*/ta/man/translate/figs-abstractnouns)