or_tn/act/13/34.md

1000 B

The fact that he raised him up from the dead so that his body would never decay, God has spoken in this way

ଈଶ୍ବର ଯୀଶୁଙ୍କୁ ପୁନର୍ଜୀବିତ କରିବା ବିଷୟରେ ଏହି ବାକ୍ୟସବୁ କହିଥିଲେ ଯେପରି ସେ ଆଉ କେବେହେଁ ମୃତ୍ୟୁଭୋଗ ନ କରନ୍ତି

from the dead

ମୃତ୍ୟୁଭୋଗ କରିଥିବା ଲୋକମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପାତାଳରେ ଏକତ୍ର ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠି ଆସିବାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତିକୁ ପୁନର୍ବାର ଜୀବିତ କରିବା I

sure blessings

କେତେକ ନିର୍ଦ୍ଦିଷ୍ଟ ଆଶୀର୍ବାଦ