or_tn/act/13/30.md

1.4 KiB

But God raised him

କିନ୍ତୁ ଲୋକେ କ’ଣ କଲେ ଓ ଈଶ୍ବର କ’ଣ କରିଥିଲେ ତାହା ମଧ୍ୟରେ ଏକ ଦୃଢ଼ ବିରୋଧାଭାସ ଥିବାର ସୂଚନା ଦିଏ I

raised him from the dead

ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଉଠାଇଲେ I ମୃତମାନଙ୍କ ମଧ୍ୟରେ ରହିବାର ଅର୍ଥ ଯେ ଯୀଶୁ ମୃତ ଥିଲେ I

raised him

ଏଠାରେ, ଉଠାଇବା ଏକ ରୂଢି ଅଟେ ଯାହାର ଅର୍ଥ ହେଉଛି ଜଣେ ମରି ଯାଇଥିବା ଲୋକକୁ ପୁନର୍ବାର ଜୀବିତ ଅବସ୍ଥାକୁ ଆଣିବା I ବିକଳ୍ପ ଅନୁବାଦ: “ପୁନର୍ବାର ଜୀବିତ କଲେ” (ଦେଖ: rc://*/ta/man/translate/figs-idiom)

from the dead

ସମସ୍ତ ମୃତ୍ୟୁଭୋଗ କରିଥିବା ଲୋକମାନଙ୍କ ମଧ୍ୟରୁ I ଏହି ଅଭିବ୍ୟକ୍ତି ପାତାଳରେ ଏକତ୍ର ଥିବା ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଜଣକୁ ଉଠାଇବାର ଅର୍ଥ ହେଉଛି ଯେ ସେହି ବ୍ୟକ୍ତିକୁ ପୁନର୍ବାର ଜୀବିତ କରିବା I