or_tn/act/13/26.md

1.8 KiB

General Information:

“ସେମାନେ” ଓ “ସେମାନଙ୍କର” ଶବ୍ଦଗୁଡ଼ିକ ଯିରୂଶାଲମରେ ଥିବା ଯିହୂଦୀମାନଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ପାଉଲ ଓ ସମାଜଗୃହରେ ଥିବା ସମସ୍ତ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

Brothers, children of the line of Abraham ... who worship God

ପାଉଲ ତାଙ୍କର ଯିହୂଦୀ ଓ ଯିହୂଦୀ ଧର୍ମ ଗ୍ରହଣ କରିଥିବା ବିଜାତି ଶ୍ରୋତାମାନଙ୍କୁ ସମ୍ବୋଧନ କରୁଛନ୍ତି ପୁଣି ସତ୍ୟ ଈଶ୍ବରଙ୍କ ଉପାସକ ଭାବରେ ସେମାନଙ୍କର ବିଶେଷ ସ୍ଥିତିକୁ ସେମାନଙ୍କୁ ମନେ ପକାଇ ଦେଉଛନ୍ତି I

the message about this salvation has been sent

ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଏହି ପରିତ୍ରାଣ ସମ୍ବନ୍ଧୀୟ ସମ୍ବାଦ ପଠାଇଛନ୍ତି” (ଦେଖ: rc://*/ta/man/translate/figs-activepassive)

about this salvation

“ପରିତ୍ରାଣ” ଶବ୍ଦକୁ “ଉଦ୍ଧାର କରିବା” କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ଲୋକମାନଙ୍କର ଉଦ୍ଧାର କରିବେ” (ଦେଖ: rc://*/ta/man/translate/figs-abstractnouns)