or_tn/act/13/17.md

703 B

The God of this people Israel

ଯେଉଁ ଈଶ୍ବରଙ୍କୁ ଇଶ୍ରାୟେଲ ଲୋକମାନେ ଉପାସନା କରନ୍ତି

our fathers

ଆମ୍ଭମାନଙ୍କର ପିତୃ ପୁରୁଷମାନେ

made the people numerous

ସେମାନଙ୍କୁ ବହୁସଂଖ୍ୟକ ହେବାକୁ ଦେଲେ

with an uplifted arm

ଏହା ଈଶ୍ବରଙ୍କ ମହାନ୍ ଶକ୍ତିକୁ ବୁଝାଏ I ବିକଳ୍ପ ଅନୁବାଦ: “ମହା ପରାକ୍ରମ ଦ୍ବାରା” (ଦେଖ: rc://*/ta/man/translate/figs-metonymy)

out of it

ମିଶର ଦେଶରୁ ବାହାର କଲେ