or_tn/act/13/16.md

1.9 KiB

General Information:

ପ୍ରଥମ “ସେ” ଶବ୍ଦ ପାଉଲଙ୍କୁ ବୁଝାଏ I ଦ୍ବିତୀୟ “ସେ” ଶବ୍ଦ ଈଶ୍ବରଙ୍କୁ ବୁଝାଏ I ଏଠାରେ “ଆମ୍ଭମାନଙ୍କର” ଶବ୍ଦ ପାଉଲ ଓ ତାହାଙ୍କ ସହ-ଯିହୂଦୀମାନଙ୍କୁ ବୁଝାଏ I “ସେମାନେ” ଓ “ସେମାନଙ୍କୁ” ଶବ୍ଦଗୁଡ଼ିକ ଇଶ୍ରାୟେଲୀୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

Connecting Statement:

ପିସିଦିଆର ଆନ୍ତିୟଖିଆରେ ଥିବା ସମାଜଗୃହରେ ଥିବା ଲୋକମାନଙ୍କୁ ପାଉଲ ତାଙ୍କର କଥା କହିବା ଆରମ୍ଭ କରୁଛନ୍ତି I ସେ ଇଶ୍ରାୟେଲର ଇତିହାସରେ ଘଟିଥିବା ଘଟଣାରୁ ଆପଣାର କଥା ଆରମ୍ଭ କରୁଛନ୍ତି I

motioned with his hand

ହସ୍ତରେ ସଙ୍କେତ ଦେବାର ଅର୍ଥ ହେଉଛି ଯେ ସେ କହିବାପାଇଁ ପ୍ରସ୍ତୁତ ଅଛନ୍ତି I ବିକଳ୍ପ ଅନୁବାଦ: “ଆପଣା ହସ୍ତ ହଲାଇ ସଙ୍କେତ ଦେଲେ ଯେ ସେ କହିବାପାଇଁ ଯାଉଛନ୍ତି I

you who honor God

ଏହା ଯିହୂଦୀ ଧର୍ମ ଗ୍ରହଣ କରିଥିବା ବିଜାତିମାନଙ୍କୁ ବୁଝାଏ I “ଆପଣମାନେ ଯେଉଁମାନେ କି ଇଶ୍ରାୟେଲୀୟ ନୁହନ୍ତି କିନ୍ତୁ ଈଶ୍ବରଙ୍କ ଉପାସନା କରନ୍ତି”

God, listen

ହେ ଈଶ୍ବର, ମୋ କଥା ଶୁଣନ୍ତୁ କିମ୍ବା ""ହେ ଈଶ୍ବର, ମୁଁ ଯାହା କହିବାକୁ ଯାଉଅଛି ଶୁଣନ୍ତୁ”