or_tn/act/13/13.md

1.5 KiB

General Information:

ଏହି ଘଟଣାର ଏହି ଅଂଶ ବିଷୟରେ ୧୩ ଓ ୧୪ ପଦ ପୃଷ୍ଠଭୁମି ସୂଚନା ଦିଏ I ""ପାଉଲ ଓ ତାହାଙ୍କର ବନ୍ଧୁମାନେ"" ଅର୍ଥାତ୍ ବର୍ଣ୍ଣବ୍ବା ଓ ଯୋହନ ମାର୍କ (ଯାହାଙ୍କୁ ଯୋହନ ମଧ୍ୟ କୁହାଯାଏ) I ଏହି ସମୟଠାରୁ ପ୍ରେରିତ ପୁସ୍ତକରେ ଶାଉଲଙ୍କୁ ପାଉଲ ବୋଲି କୁହାଯାଇଛି I ତାଲିକାରେ ପାଉଲଙ୍କ ନାମ ପ୍ରଥମରେ ଥିବା ବିଷୟ ସୂଚାଇଥାଏ ଯେ ସେ ଦଳର ନେତା ହୋଇଥିଲେ I ଅନୁବାଦରେ ଏହି କ୍ରମକୁ ବଜାୟ ରଖିବା ଆବଶ୍ୟକ ଅଟେ I

Connecting Statement:

ପିସିଦିଆର ଆନ୍ତିୟଖିଆରେ ପାଉଲଙ୍କର କାର୍ଯ୍ୟ ସମ୍ବନ୍ଧରେ ଏହା ଘଟଣାର ଏକ ନୂଆ ଅଂଶ ଅଟେ I

Now

ଏହା ଘଟଣାଟିରେ ନୂଆ ଅଂଶର ଆରମ୍ଭକୁ ଚିହ୍ନଟ କରେ I

set sail from Paphos

ପାଫରୁ ଜଳଯାତ୍ରା କରି ଗଲେ

came to Perga in Pamphylia

ପମ୍ଫୁଲିଆର ପର୍ଗୀରେ ପହଞ୍ଚିଲେ

But John left them

କିନ୍ତୁ ଯୋହନ ମାର୍କ ପାଉଲ ଓ ବର୍ଣ୍ଣବ୍ବାଙ୍କୁ ଛାଡ଼ି ଚାଲିଗଲେ