or_tn/act/13/10.md

2.2 KiB

You son of the devil

ପାଉଲ କହୁଛନ୍ତି ଯେ ଲୋକଟି ଶୟତାନ ଭଳି କାର୍ଯ୍ୟ କରୁଛି I ବିକଳ୍ପ ଅନୁବାଦ: “ତୁମ୍ଭେ ଶୟତାନ ସଦୃଶ ଅଟ” କିମ୍ବା “ତୁମ୍ଭେ ଶୟତାନ ସଦୃଶ କାର୍ଯ୍ୟ କରୁଅଛ” (ଦେଖ: rc://*/ta/man/translate/figs-metonymy)

you are full of all kinds of deceit and wickedness

ତୁମ୍ଭେ ସର୍ବଦା ମିଥ୍ୟା ବିଷୟ କହି ଯାହା ସତ୍ୟ ନୁହେଁ ତାକୁ ବିଶ୍ବାସ କରିବାକୁ ଅନ୍ୟମାନଙ୍କୁ ମନାଉଅଛ ଓ ସର୍ବଦା ଭ୍ରାନ୍ତ ବିଷୟ କରୁଅଛ I

wickedness

ଏହି ପରିପ୍ରେକ୍ଷୀରେ ଏହାର ଅର୍ଥ ହେଉଛି ଅଳସୁଆ ହେବା ଓ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରିବାରେ ଯତ୍ନଶୀଳ ନ ହେବା I

You are an enemy of every kind of righteousness

ପାଉଲ ଅଲ୍ଲୀମାକୁ ଶୟତାନର ଦଳରେ ରଖୁଛନ୍ତି I ଶୟତାନ ଯେପରି ଈଶ୍ବରଙ୍କର ଶତ୍ରୁ ଓ ଧାର୍ମିକତା ବିରୁଦ୍ଧରେ ଯାଏ, ଅଲ୍ଲୀମା ମଧ୍ୟ ସେହିପରି ଅଟେ I

You will never stop twisting the straight paths of the Lord, will you?

ପାଉଲ ଅଲ୍ଲୀମାକୁ ଈଶ୍ବରଙ୍କର ବିରୋଧ କରୁଥିବା ଯୋଗୁ ଅନୁଯୋଗ କରିବାପାଇଁ ଏହି ପ୍ରଶ୍ନ କରୁଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେ ସର୍ବଦା କହୁଛ ଯେ ଈଶ୍ବରଙ୍କ ବିଷୟକ ସତ୍ୟତା ମିଥ୍ୟା ଅଟେ!” (ଦେଖ: rc://*/ta/man/translate/figs-rquestion)

the straight paths of the Lord

ଏଠାରେ ""ସଳଖ ପଥ” ସତ୍ୟତାର ପଥକୁ ବୁଝାଏ I ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ସତ୍ୟ ପଥ ସବୁ” (ଦେଖ: rc://*/ta/man/translate/figs-idiom)