or_tn/act/13/03.md

919 B

laid their hands on these men

ଏହି ଲୋକମାନଙ୍କ ଉପରେ ହସ୍ତାର୍ପଣ କଲେ ଯେଉଁମାନଙ୍କୁ ଈଶ୍ବର ଆପଣା ସେବା ନିମନ୍ତେ ପୃଥକ୍ କରିଥିଲେ I ଏହି କାର୍ଯ୍ୟ ଦେଖାଉଛି ଯେ ପବିତ୍ର ଆତ୍ମା ବର୍ଣ୍ଣବ୍ବା ଓ ଶାଉଲଙ୍କୁ ଈଶ୍ବରଙ୍କ ସେବାପାଇଁ ଆହ୍ବାନ କରିଛନ୍ତି ବୋଲି ନେତାମାନେ ଏକମତ ହୋଇଛନ୍ତି I (ଦେଖ: rc://*/ta/man/translate/translate-symaction)

sent them off

ସେମାନଙ୍କୁ ବିଦାୟ ଦେଲେ କିମ୍ବା “ସେମାନଙ୍କୁ ପବିତ୍ର ଆତ୍ମା କହିଥିବା କାର୍ଯ୍ୟ କରିବା ନିମନ୍ତେ ପଠାଇଦେଲେ”