or_tn/act/12/21.md

915 B

On a set day

ଏହା ସମ୍ଭବତଃ ସେହି ଦିନ, ଯେଉଁ ଦିନରେ ହେରୋଦ ପ୍ରତନିଧିମାନଙ୍କୁ ସାକ୍ଷାତ କରିବାପାଇଁ ରାଜି ହୋଇଥିଲେ I ବିକଳ୍ପ ଅନୁବାଦ: “ସେହି ନିରୂପିତ ଦିନ ଯେତେବେଳେ ହେରୋଦ ସେମାନଙ୍କୁ ସାକ୍ଷାତ କରିବାକୁ ରାଜି ହୋଇଥିଲେ”

royal clothing

ବହୁମୂଲ୍ୟ ବସ୍ତ୍ର ଯାହା ପ୍ରମାଣ କରିବ ଯେ ସେ ଜଣେ ରାଜା ଅଟନ୍ତି

sat on a throne

ଏହିଠାରେ ହେରୋଦ ତାହାଙ୍କୁ ଦେଖାକରିବାକୁ ଆସୁଥିବା ଲୋକମାନଙ୍କୁ ଆନୁଷ୍ଠାନିକ ଭାବରେ ବକ୍ତୃତା ଦେଉଥିଲେ I