or_tn/act/12/20.md

2.3 KiB

Connecting Statement:

ଲୂକ ହେରୋଦଙ୍କ ଜୀବନର ଆଉ ଏକ ଘଟଣା କହୁଛନ୍ତି I

Now

ଘଟଣାଟିରେ ଆଉ ଏକ ବିଷୟକୁ ଚିହ୍ନଟ କରିବାପାଇଁ ଏହି ଶବ୍ଦ ବ୍ୟବହାର କରାଯାଇଛି I (ଦେଖ: rc://*/ta/man/translate/writing-newevent)

They went to him together

ଏଠାରେ “ସେମାନେ” ଶବ୍ଦଟି ଏକ ସାଧାରଣ ଅନୁମାନ ଅଟେ I ଏହା ହୋଇ ନ ପାରେ ଯେ ସୋର ଓ ସୀଦୋନର ସମସ୍ତ ଲୋକେ ହେରୋଦଙ୍କ ନିକଟକୁ ଯାଇଥିଲେ I ବିକଳ୍ପ ଅନୁବାଦ: “ସୋର ଓ ସୀଦୋନର ଲୋକମାନଙ୍କର ପ୍ରତିନିଧି ଭାବରେ କେତେକ ଲୋକ ଏକତ୍ର ହୋଇ ହେରୋଦଙ୍କ ସହିତ କଥାବାର୍ତ୍ତା କରିବାକୁ ଯାଇଥିଲେ I (ଦେଖ: rc://*/ta/man/translate/figs-hyperbole)

They persuaded Blastus

ଏହି ଲୋକମାନେ ବ୍ଲାସ୍ତଙ୍କୁ ମନାଇଲେ

Blastus

ବ୍ଲାସ୍ତ ହେରୋଦ ରାଜାଙ୍କର ଜଣେ ସହକାରୀ କିମ୍ବା ଜଣେ ଅଧିକାରୀ ଥିଲେ I (ଦେଖ: rc://*/ta/man/translate/translate-names)

they asked for peace

ଏହି ଲୋକମାନେ ଶାନ୍ତି ନିବେଦନ କରିଥିଲେ

their country received its food from the king's country

ସେମାନେ ସମ୍ଭବତଃ ଏହି ଖାଦ୍ୟ କିଣିଥିଲେ I ବିକଳ୍ପ ଅନୁବାଦ: “ସୋର ଓ ସୀଦୋନର ଲୋକମାନେ ହେରୋଦ ରାଜତ୍ବ କରୁଥିବା ଲୋକମାନଙ୍କଠାରୁ ସେମାନଙ୍କର ଖାଦ୍ୟ କିଣୁଥିଲେ I (ଦେଖ: rc://*/ta/man/translate/figs-explicit)

received its food

ଏହା ସୂଚିତ କରେ ଯେ ହେରୋଦ ଏହି ଖାଦ୍ୟ ଯୋଗାଣରେ କଟକଣା କରିଥିଲେ କାରଣ ସେ ସୋର ଓ ସୀଦୋନର ଲୋକମାନଙ୍କ ପ୍ରତି କ୍ରୋଧ କରିଥିଲେ I (ଦେଖ: rc://*/ta/man/translate/figs-explicit)