or_tn/act/12/19.md

1.3 KiB
Raw Permalink Blame History

After Herod had searched for him and could not find him

ହେରୋଦ ପିତରଙ୍କୁ ଖୋଜିଲାପରେ ଓ ତାହାଙ୍କୁ ନ ପାଇବା ପରେ

After Herod had searched for him

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) ଯେତେବେଳେ ହେରୋଦ ଶୁଣିଲେ ଯେ ପିତର ମିଳୁନାହାନ୍ତି, ସେ ନିଜେ କାରାଗାରରେ ଖୋଜିବାକୁ ଗଲେ” କିମ୍ବା ) “ଯେତେବେଳେ ହେରୋଦ ଶୁଣିଲେ ଯେ ପିତର ମିଳୁନାହାନ୍ତି, ସେ କାରାଗାରରେ ଖୋଜିବାକୁ ଅନ୍ୟ ସୈନ୍ୟମାନଙ୍କୁ ପଠାଇଲେ I”

he questioned the guards and ordered them to be put to death

ବନ୍ଦୀମାନେ ଖସି ପଳାଇଗଲେ ପ୍ରହରୀମାନଙ୍କୁ ହତ୍ୟା କରିବା ରୋମୀୟ ସରକାରଙ୍କର ସାଧାରଣ ଦଣ୍ଡ ବିଧାନ ଥିଲା I

Then he went down

ଏଠାରେ “ତଳକୁ ଗଲେ” ବାକ୍ୟାଂଶଟି ବ୍ୟବହାର କରାଯାଇଛି କାରଣ କାଇସରୀଆ ଉଚ୍ଚତାରେ ଯିହୂଦାଠାରୁ ତଳରେ ଥିଲା I