or_tn/act/12/15.md

912 B

You are insane

ଲୋକମାନେ କେବଳ ଯେ ତାହାକୁ ଅବିଶ୍ବାସ କଲେ, ତାହା ନୁହେଁ, ମାତ୍ର ସେ ବାୟାଣୀ ବୋଲି କହି ତାହାକୁ ଅନୁଯୋଗ କଲେ I ବିକଳ୍ପ ଅନୁବାଦ: ""ତୁ ବାୟାଣୀ ଅଟୁ

she insisted that it was so

ସେ ତାହା ସତ ବୋଲି ଦୃଢ଼ରୂପେ କହିଲା

They said

ସେମାନେ କହିଲେ

It is his angel

ତୁ ଯାହାଙ୍କୁ ଦେଖିଲୁ ସେ ପିତରଙ୍କ ଦୂତ I କେତେକ ଯିହୂଦୀ ରକ୍ଷକଦୂତମାନଙ୍କଠାରେ ବିଶ୍ବାସ କରୁଥିଲେ ଓ ହୁଏତ ଭାବିଥାଇପାରନ୍ତି ଯେ ପିତରଙ୍କ ଦୂତ ସେମାନଙ୍କ ନିକଟକୁ ଆସିଥିଲେ I