or_tn/act/12/13.md

16 lines
1.3 KiB
Markdown

# General Information:
ଏହାରେ “ସେ” ଓ “ତାହାକୁ” ଶବ୍ଦଗୁଡ଼ିକ ରୋଦା ନାମକ ଜଣେ ଦାସୀ ଝିଅକୁ ବୁଝାଏ I ଏଠାରେ “ସେମାନେ” ଶବ୍ଦଗୁଡ଼ିକ ଭିତରେ ରହି ପ୍ରାର୍ଥନା କରୁଥିବା ଲୋକମାନଙ୍କୁ ବୁଝାଏ ([ପ୍ରେରିତ ୧୨:୧୨](../12/12.md))I
# he knocked
ପିତର ଦ୍ବାରରେ ଆଘାତ କଲେ I ଦ୍ବାରରେ ଠକ୍ ଠକ୍ ମାରିବା ଯିହୂଦୀମାନଙ୍କର ଏକ ସାଧାରଣ ପ୍ରଥା ଥିଲା ଯାହା ଜଣାଇଦିଏ ଯେ ତୁମେ ସେମାନଙ୍କୁ ସାକ୍ଷାତ କରିବାକୁ ଚାହୁଁଛ I ତୁମେ ଏହାକୁ ତୁମ ସଂସ୍କୃତି ସହିତ ମେଳଖାଇବାଭଳି ପରିବର୍ତ୍ତନ କରିପାର I
# at the door of the gate
ବାହାର ଦ୍ବାରରେ କିମ୍ବା “ଦାଣ୍ଡରୁ ପ୍ରାଙ୍ଗଣ ମଧ୍ୟକୁ ପ୍ରବେଶ କରିବା ଦ୍ବାରରେ”
# came to answer
କିଏ ଦ୍ବାରରେ ଆଘାତ କରୁଛି ତାହା ପଚାରିବାପାଇଁ ଦ୍ବାର ପାଖକୁ ଆସିଲା