or_tn/act/12/10.md

2.0 KiB

After they had passed by the first guard and the second

ଏହା ସୂଚିତ କରେ ଯେ ପିତର ଓ ଦୂତ ଚାଲିଯାଉଥିବା ସମୟରେ ସୈନ୍ୟମାନେ ସେମାନଙ୍କୁ ଦେଖିପାରି ନ ଥିଲେ I ବିକଳ୍ପ ଅନୁବାଦ: “ପ୍ରଥମ ଓ ଦ୍ବିତୀୟ ପ୍ରହରୀଦଳ ସେମାନେ ଯାଉଥିବା ସମୟରେ ସେମାନଙ୍କୁ ଦେଖି ନ ଥିଲେ ଓ ତାପରେ” (ଦେଖ: rc://*/ta/man/translate/figs-explicit)

had passed by

ଚାଲିଯାଇଥିଲେ

and the second

“ପ୍ରହରୀଦଳ” ଶବ୍ଦଟି ପୂର୍ବ ବାକ୍ୟାଂଶରୁ ବୁଝିହୁଏ I ବିକଳ୍ପ ଅନୁବାଦ: “ଓ ଦ୍ବିତୀୟ ପ୍ରହରୀଦଳ” (ଦେଖ: rc://*/ta/man/translate/figs-ellipsis)

they came to the iron gate

ପିତର ଓ ଦୂତ ଲୌହ ଦ୍ବାର ନିକଟରେ ପହଞ୍ଚିଲେ

that led into the city

ଯାହାଦେଇ ନଗରକୁ ଯିବାକୁ ହୁଏ କିମ୍ବା “ଯାହା କାରାଗାରରୁ ନଗରକୁ ଯାଇଥିଲା”

it opened for them by itself

ଏଠାରେ “ଆପଣା ମନକୁ” ର ଅର୍ଥ ହେଉଛି ପିତର କିମ୍ବା ଦୂତ ଏହାକୁ ଖୋଲି ନ ଥିଲେ I ବିକଳ୍ପ ଅନୁବାଦ: “ଦ୍ବାରଟି ସେମାନଙ୍କ ପାଇଁ ମେଲା ହୋଇଗଲା” କିମ୍ବା “ଦ୍ବାରଟି ସେମାନଙ୍କ ପାଇଁ ଆପଣାଛାଏଁ ଖୋଲିଗଲା” (ଦେଖ: rc://*/ta/man/translate/figs-rpronouns)

went down a street

ଦାଣ୍ଡଦେଇ ଚାଲିଗଲେ

left him right away

ପିତରଙ୍କୁ ହଠାତ୍ ଛାଡ଼ି ଚାଲିଗଲେ କିମ୍ବା “ହଠାତ୍ ଅଦୃଶ୍ୟ ହୋଇଗଲେ”