or_tn/act/12/09.md

746 B

General Information:

ଏଠାରେ “ସେ” ପିତରଙ୍କୁ ବୁଝାଏ I “ସେମାନେ” ଶବ୍ଦଗୁଡ଼ିକ ପିତର ଓ ଦୂତଙ୍କୁ ବୁଝାଏ I

He did not know

ସେ ବୁଝିପାରି ନ ଥିଲେ I

what was done by the angel was real

ଏହାକୁ କର୍ତ୍ତୃବାଚ୍ୟରେ ପରିବର୍ତ୍ତନ କରାଯାଇପାରିବ I ବିକଳ୍ପ ଅନୁବାଦ: “ଦୂତଙ୍କର କାର୍ଯ୍ୟସବୁ ବାସ୍ତବ ଥିଲା” କିମ୍ବା “ଦୂତ ଯାହା କରିଥିଲେ ତାହା ସତ୍ୟ ଥିଲା” (ଦେଖ : rc://*/ta/man/translate/figs-activepassive)