or_tn/act/12/06.md

1.1 KiB

On the night before Herod was going to bring him out for trial

ହେରୋଦ ଯେ ତାହାଙ୍କୁ ବଧ କରିବା ପାଇଁ ଯୋଜନା କରିଥିଲେ ତାହା ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେଉଁ ଦିନ ହେରୋଦ ପିତରଙ୍କୁ କାରାଗାରରୁ ଆଣି ଦୋଷାରୋପ କଲାପରେ ବଧ କରିବାକୁ ଯୋଜନା କରିଥିଲେ, ତା’ ପୂର୍ବ ଦିନ ଏହା ଘଟିଥିଲା” (ଦେଖ: rc://*/ta/man/translate/figs-explicit)

bound with two chains

ଦୁଇଟି ଜଞ୍ଜିରରେ ବନ୍ଧାଥିଲା କିମ୍ବା “ଦୁଇଟି ଜଞ୍ଜିରରେ ବାନ୍ଧି ରଖାଯାଇଥିଲା I”ପ୍ରତ୍ୟେକ ଜଞ୍ଜିର ପିତରଙ୍କ ପାଖରେ ଥିବା ଜଣେ ଜଣେ ସୈନ୍ୟଙ୍କ ସହିତ ସଂଯୁକ୍ତ ଥିଲା I

were keeping watch over the prison

କାରାଗାରର ଦ୍ବାର ରକ୍ଷା କରୁଥିଲେ